#ଜଳିଗଲା_ମଦ_ବୋଝେଇ_ଟ୍ରକ
#ଜଳିଗଲା_ମଦ_ବୋଝେଇ_ଟ୍ରକ ଦୁଇଟି ବିଦେଶୀ ମଦ ବୋଝେଇ ଟ୍ରକ ଜଳିଗଲା ଅନୁଗୁଳ ଜରପଡ଼ାସ୍ଥିତ ବିଦେଶୀ ମଦ ଗୋଦାମ ପାଖରେ ଜଳିଗଲା ଦୁଇଟି ବିଦେଶୀ ମଦ ବୋଝେଇ ଟ୍ରକ ଜଳିଗଲା ଗୋଦାମ ଖାଲି କରିବା ପାଇଁ ଟ୍ରକ ଦୁଇଟି ଠିଆ ହୋଇଥିଲା ନିଆଁ ଲାବିବା କାରଣ ଜଣା ପଡ଼ିନାହିଁ ଟ୍ରକ ଜଳିଯିବା ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷତି #Anugul #theganatantraodisha #BreakingNews #LatestNews #Odisha
What's Your Reaction?