ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୁର୍ଵତନ ସମ୍ପାଦକ ବିୟୋଗ ଘଟିଛି।
ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୁର୍ଵତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍ ର ଟାଣୁଆ ନେତା,ଏଆଇଟିୟୁସିର ପୁର୍ବତନ ରାଜ୍ଯ ଉପସଭାପତି, ମାର୍କସଵାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଣେ ସଚ୍ଚା କମ୍ୟୁନିଷ୍ଟ, ସମସ୍ତ ଙ୍କ ହୃଦୟ ରେ ଥିବା ପ୍ରିୟ ନେତା କମ୍ରେଡ୍ ଦିବାକଙ୍କର ଗତକାଲି ରାତ୍ର ୧୧ଟା ୩୦ରେ ରାଜ୍ଯ କାର୍ଯ୍ୟାଳୟ ଭଗବତୀ ଭଵନଠାରେ ଅକାଳ ବିୟୋଗ ଘଟିଛି। କମ୍ରେଡ୍ ଦିବାକର ନାୟକଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଲାଲ ସଲାମ ଜଣାଉଛୁ। ଵି: ଦ୍ର: ଆଜି ଦିନ ୧୧ଟା ପର୍ଯ୍ଯନ୍ତ ତାଙ୍କ ଶରୀର ସମସ୍ତଙ୍କ ଶେଷ ଦର୍ଶନ ପାଇଁ ପାର୍ଟି କାର୍ଯ୍ୟାଳୟ ଭିଵତୀ ଭଵନଠାରେ ରଖାଯିବ। Comrade Dibakar Nayak, former state secretary of the Communist Party of India, former editor of the party newspaper Nua Dunia, a prominent leader of the AISF during his student life, Former AITUC State Vice President, a scholar of Marxist philosophy, a true communist until the end of his life, and a leader beloved by all, passed away at 11:30 PM yesterday at the state office, Bhagabati Bhavan. We offer our deep homage and red salute to Comrade Divakar Nayak on his passing.
1.
What's Your Reaction?