ଭାରତୀୟ ହକି ଦଳ #ParisOlympics2024 ରେ ବ୍ରୋଞ୍ଜ ପଦକ ବିଜୟ ହୋଇ ଦେଶକୁ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶା ତଥା ଦେଶର ଗୌରବ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଆଜି ଓଡ଼ିଶା ଫେରିବା ପରେ ଲୋକସେବା ଭବନରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଅଭିନନ୍ଦନ ଜଣାଇବା ସହ ସମସ୍ତ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। #theganatantraodisha #BJPGovernment #BreakingNews #ParisOlympics2024 #CMOOdisha

Aug 16, 2024 - 22:53
 0  17

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା