ରାଞ୍ଚିରୁ ଆଉ ୫ ସିମ୍‌ବକ୍ସ ଜବତ କଲା ଭୁବନେଶ୍ବର ପୋଲିସ ୨୧୯ ଆକ୍ଟିଭ ସିମ୍‌, ୪୦ ଇନ ଆକ୍ଟିଭ୍‌ ସିମ୍‌ ଜବତ ରାଉଟର, ବ୍ୟାଟେରି, ମୋଡେମ, ସ୍ମାର୍ଟ ୱାଚ୍‌ ଜବତ ପ୍ରତି ସପ୍ତାହରେ ଥରେ ରାଞ୍ଚି ଭଡ଼ା ଘରକୁ ଆସୁଥିଲା ରାଜୁ ପ.ବଙ୍ଗରେ ରାଜୁକୁ ସିମ୍‌ବକ୍ସ ଦେଇଥିଲା ଅସାଦୁର ଜମାନ ପ.ବଙ୍ଗରୁ ସିମ୍‌ବକ୍ସକୁ ଟ୍ରେନ ଯୋଗେ ରାଞ୍ଚି ଆଣିଥିଲା #theganatantraodisha #Breaking #Odisha #WestBengal

Aug 20, 2024 - 23:40
 0  19

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା