ଶ୍ରାବଣ ପୂର୍ଣ୍ଣିମା ଅବସରରେ ଗତକାଲି ରାତିରେ ମହାକାଶରେ ଚମତ୍କାର ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ୨୦୨୪ ମସିହାର ପ୍ରଥମ ସୁପରମୁନ୍ ବା ନୀଳଜହ୍ନ ଦେଖିବାକୁ ମିଳିଥିଲା । ଲିସ୍ବନ, ପର୍ତ୍ତୁପାଲ, ସ୍ପେନ ଓ ରୁଆଣ୍ଡାର ରାତ୍ରୀ ଆକାଶରେ ଏହି ଅଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା । #SupermoonBlueMoon #theganatantraodisha #BREAKING
What's Your Reaction?