ଅରୁଣାଚଳ ପ୍ରଦେଶ ସେପାର ଇଷ୍ଟ କାମେଙ୍ଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ୬୦୦ ଫୁଟ ଲମ୍ବା ତ୍ରିରଙ୍ଗା ଧରି ଚାଲିଲେ ଛାତ୍ରଛାତ୍ରୀ । ତ୍ରିରଙ୍ଗା ଯାତ୍ରାର ଏହି ଭିଡିଓକୁ ‘x’ ହାଣ୍ଡେଲରେ ସେୟାର କରି ଖୁସି ଜାହିର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି #NarendraModi #ArunachalPradesh #TrirangaJatra #HarGharTriranga #theganatantraodisha #BreakingNews #LatestNews #BJP
What's Your Reaction?