ରାଜ୍ୟର କର୍ମଜୀବୀ ମହିଳାଙ୍କୁ ଋତୁସ୍ରାବ ପାଇଁ ଗୋଟିଏ ଦିନର ଛୁଟି ମିଳିବ । ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା କଟକଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଏ ଘୋଷଣା କରିଛନ୍ତି । @PravatiPOdisha #BREAKING #OdishaWomen #theganatantraodisha #breakingnews #latestnews #bjp #odisha #india #news #bhubaneswar
What's Your Reaction?