ବିଧାନସଭାରେ ନୂଆ-ଓ କାର୍ଯ୍ୟକ୍ରମ ସଂପର୍କିତ ବିସ୍ତୃତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ବିଧାନସଭାରେ ନୂଆ-ଓ କାର୍ଯ୍ୟକ୍ରମ ସଂପର୍କିତ ବିସ୍ତୃତ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ `ନୂଆ-ଓ' କାର୍ଯ୍ୟକ୍ରମରେ ତତ୍କାଳୀନ ବିଜେଡି ସରକାର କୋଟି କୋଟି ଖର୍ଚ୍ଚ କରିଥିଲେ `ନାଚଗୀତ ପାଇଁ 261 କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର' `ଏଜିଙ୍କ ଦ୍ଵାରା ଏହି ଯୋଜନା ବାବଦ ଖର୍ଚ୍ଚର ହିସାବ ସ୍ପେଶାଲ ଅଡ଼ିଟ ହୋଇପାରେ' #NuaOdisha
1.
What's Your Reaction?