ସ୍ବାଧୀନତାର ୭୭ତମ ବର୍ଷପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ "ହର୍ ଘର୍ ତିରଙ୍ଗା" ଅଭିଯାନ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଅଭିଯାନରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି। ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ଏହାର ସେଲ୍ଫି ଉଠାଇ ହରଘର ତିରଙ୍ଗା ପୋର୍ଟାଲ୍ରେ ଅପଲୋଡ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। #ବିକଶିତଓଡ଼ିଶା #HarGharTiranga harghartiranga.com #theganatantraodisha #breakingnews #latestnews #bjp #odisha #news #india #bhubaneswar
What's Your Reaction?