#ରାଜଧାନୀରେ_ଗଡ଼ିବ_ସୁଭଦ୍ରା_ବସ୍

#ରାଜଧାନୀରେ_ଗଡ଼ିବ_ସୁଭଦ୍ରା_ବସ୍ -ସ୍ମାର୍ଟସିଟିରେ ଦୌଡ଼ିବ ସୁଭଦ୍ରା ବସ୍ -ସୁଭଦ୍ରା ବସ୍‌କୁ ଚଲାଇବେ ମହିଳା ଚାଳକ -ମହିଳା ରହିବେ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର୍ -ସ୍ବତନ୍ତ୍ର ଭାବେ ନୂଆ ଯୋଜନା ଆରମ୍ଭ ହେବ -ଆଜି ଟ୍ରେନିଂ ପାଇଁ ୨୦ଜଣ ମହିଳା ଯିବେ ପୁଣେ -ତାଲିମ ପରେ ଫେବ୍ରୁଆରୀ ୧୭ରେ ଫେରିବ ଟିମ୍ -ଫେରିବା ପରେ ଆରମ୍ଭ ହେବ ସୁଭଦ୍ରା ବସ୍ ଯୋଜନା -ନୂଆ ଯୋଜନା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ -ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା #amabus #subhadrabus #Womendrive #WomenEVBusDrivers #PuneTraining #odisha #ganatantraodisha #subhadrabus

Feb 2, 2026 - 12:08
 0  11
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା