ରବି ଋତୁରେ ଦୂତୀୟ ଫସଲ ନିମନ୍ତେ ଡାଲି ଜାତୀୟ ଵିହନ ଯୋଗାଇଦେବା ପାଇଁ ମହିଳା ଜନ କଲ୍ୟାଣ ସଂଗଠନ ପକ୍ଷରୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ୮ଟି ଗ୍ରାମପଞ୍ଚାୟତରେ ଅନୁଷ୍ଠିତ କରାଯାଇଥିବା ଗ୍ରାମ ସଭାରେ ଦାବୀ ପ୍ରଦାନ। @arvindpadhee @krushibibhag @KVSinghDeo1 @CMO_Odisha #VikasitBharat #theganatantraodisha #breakingnews #latestnews #bjp #odisha #india #news
What's Your Reaction?