#ପ୍ରିୟଙ୍କା_ସହଯୋଗ_କରୁଛନ୍ତି #ପୁରୀ_ଏସ୍ପି
#ପ୍ରିୟଙ୍କା_ସହଯୋଗ_କରୁଛନ୍ତି #ପୁରୀ_ଏସ୍ପି -ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ପ୍ରସଙ୍ଗ -ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି କହିଲେ ପୁରୀ ଏସ୍ପି -ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି -ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେସନ ଅଛି -ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି #JyotiMalhotra #YouTuber #Priyanka #Odisha #PakistanSpy
1.
What's Your Reaction?