ବିଧାୟକ @babusinghodisha ଙ୍କ ଚେତାବନୀ ଅଶ୍ଳୀଳ ନୃତ୍ୟ ହେଲେ ଠେଙ୍ଗା ପ୍ରହାର ହେବ । #Odisha #Odia #KhandagiriMela #dancegirl

ଆସନ୍ତା କାଲିଠୁ ଖଣ୍ଡଗିରି ମେଳା ଆରମ୍ଭ ହେବାକୁ ଯାଉଛି -ବିଏମସିର ଅଶ୍ଳୀଳ ନାଚକୁ ବ୍ୟାନ ନିଷ୍ପତ୍ତି ପରେ ଏକାମ୍ର ବିଧାୟକ ବାବୁ ସିଂ ଖଣ୍ଡଗିରିର ମା' ବାରଭୁଜା ମନ୍ଦିରରେ ଶହେ ଠେଙ୍ଗା ପୂଜା କରିଛନ୍ତି -ବିଧାୟକ କହିଛନ୍ତି ଯାତ୍ରାରେ ଅଶ୍ଳୀଳ ନାଚ କଲେ ବାଜିବ ଠେଙ୍ଗା ପାହାର #KhandagiriMela #MelaGuidelines #Bhubaneswar

Feb 3, 2025 - 15:14
Feb 3, 2025 - 15:39
 0  63

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା