#ଜନ_ଅଭିଯୋଗ_ଶୁଣାଣିକୁ_ନେଇ_CMଙ୍କ_ପ୍ରେସମିଟ୍‌ ଜନ

#ଜନ_ଅଭିଯୋଗ_ଶୁଣାଣିକୁ_ନେଇ_CMଙ୍କ_ପ୍ରେସମିଟ୍‌ ଜନ ଅଭିଯୋଗ ଶୁଣାଣିରେ ଆଜି ପର୍ଯ୍ୟନ୍ତ 8031ଟି ଅଭିଯୋଗ ଆସିଛି ଏଥିରୁ ଆଜି ପର୍ଯ୍ୟନ୍ତ 6545ଟି ଅଭିଯୋଗର ସମାଧାନ ହୋଇଛି ପ୍ରାୟ 81% ଅଭିଯୋଗର ସମାଧାନ କରାଯାଇଛି ଅଭିଯୋଗ ଶୁଣିଲା ପରେ ସଂପୃକ୍ତ ବିଭାଗକୁ ତାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଅଭିଯୋଗକାରୀ ପ୍ରଥମେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ #Odisha #CMMohanMajhi #Grivance

Feb 3, 2025 - 16:28
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା