#ପେପର_ନୁହେଁ_ଟ୍ୟାବ୍ରେ_ପଢ଼ିବେ_ବିଧାୟକ
#ପେପର_ନୁହେଁ_ଟ୍ୟାବ୍ରେ_ପଢ଼ିବେ_ବିଧାୟକ -ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ -ପେପର ନୁହେଁ ଟ୍ୟାବ୍ରେ ପଢ଼ିବେ ବିଧାୟକ -୧୪୭ ବିଧାୟକଙ୍କ ଟେବୁଲ୍ରେ ଲାଗିଲା ଟ୍ୟାବ୍ -ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ #PaperlessAssembly #Odisha #Tab #ganatantraodisha #news #bjpodisha #mohanodisha #bjdodisha #breakingnews
What's Your Reaction?