#ରାଜ୍ୟରେ_ଆୟକର_ବିଭାଗର_ଚଢ଼ାଉ
#ରାଜ୍ୟରେ_ଆୟକର_ବିଭାଗର_ଚଢ଼ାଉ -୨ଟି କମ୍ପାନି ଉପରେ ଆୟକର ବିଭାଗ ଚଢ଼ାଉ -ଭୁବନେଶ୍ୱର, ରାଉରକେଲା ସମେତ ୨୫ ସ୍ଥାନରେ ଚଢ଼ାଉ -ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ସୂଚନା -ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରେ ଚଢ଼ାଉ ଜାରି -ପୂର୍ବରୁ ଟିକସ ଫାଙ୍କିଥିବା ନେଇ ହୋଇଥିଲା ଅଭିଯୋଗ @IncomeTaxOdisha #ITRaid
1.
What's Your Reaction?