#୯ଟି_ନୂଆ_ମେଡିକାଲ୍_କଲେଜ୍_ହେବ
#୯ଟି_ନୂଆ_ମେଡିକାଲ୍_କଲେଜ୍_ହେବ -ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ -ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ -'ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ୍ ହେବ' -'ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ୍ କଲେଜ୍ ହେବ' '-ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ୍ କରାଯିବ' -ଏନେଇ ବଜେଟ୍ ଅନୁମୋଦନ ମିଳିଛି #MBBS #BJP
1.
What's Your Reaction?