ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ସହ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ପାରାଦୀପ ପୌରପାଳିକା ଅନ୍ତର୍ଗତ ବିଭିନ୍ନ

ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ସହ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ପାରାଦୀପ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ କଲ୍ୟାଣ ମଣ୍ଡପ ସେବା କେନ୍ଦ୍ର, ଭେଣ୍ଡିଂଜୋନ ଗୃହ, ବରିଷ୍ଠ ନାଗରିକ ଓ ଶିଶୁ ମନୋରଞ୍ଜନ ପାର୍କ, ମିଶନ ଶକ୍ତି ଗୃହ, ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର, ପୂଜାସ୍ଥଳୀର ଉନ୍ନତିକରଣ କାର୍ଯ୍ୟ, ସମୂହ ରାସ୍ତା ନିର୍ମାଣ, ଗୋଷ୍ଠୀ ଶୌଚାଳୟ ଓ ଗୋଶାଳା, ଜଳ ନିଷ୍କାସନ କଲଭର୍ଟ ଏବଂ ବେଳାଭୂମି ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Aug 31, 2024 - 23:20
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା