#ସାଧାରଣ_ଜନତାଙ୍କ_ଘରେ_ମୁଖ୍ୟମନ୍ତ୍ରୀଙ୍କ_ମଧ୍ୟାହ୍ନ_ଭୋଜନ
#ସାଧାରଣ_ଜନତାଙ୍କ_ଘରେ_ମୁଖ୍ୟମନ୍ତ୍ରୀଙ୍କ_ମଧ୍ୟାହ୍ନ_ଭୋଜନ ଜଣେ ସାଧାରଣ ଜନତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଲେଙ୍ଗାପେଣ୍ଠ ଅଡଙ୍ଗଡିହଠାରେ ଥିବା ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରେ ଖାଇଲେ ମଧ୍ୟାହ୍ନ ଭୋଜନ । #MohanMajhi #Odisha
1.
What's Your Reaction?