#ମହିଳାଙ୍କ_ଦେହରେ_ନିଆଁ_ଲଗାଇ_ଦେଲେ
#ମହିଳାଙ୍କ_ଦେହରେ_ନିଆଁ_ଲଗାଇ_ଦେଲେ -ଜଟଣୀ: ପାଇକରାପୁର ଅଞ୍ଚଳରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ -ଘରେ ପଶି ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ନିଶାସକ୍ତ ଯୁବକ -ନିଆଁରେ ମହିଳା ଜଣଙ୍କ ୬୦ ପ୍ରତିଶତ ପୋଡି ହୋଇ ଗୁରୁତର -ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି, ଯୁବକ ଥାନାରେ ଅଟକ -କାହିଁକି ମହିଳାଙ୍କ ଦେହରେ ନିଆଁ ଲଗାଇଲେ ଜଣାପଡ଼ି ନାହିଁ #Jatani
1.
What's Your Reaction?