କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ , ବ୍ଲକ ଉନ୍ନୟନ ଅଧିକାରୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହ ବଡମ୍ବା ବ୍ଲକ ଅଞ୍ଚଳର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରୁଛନ୍ତି। #subhadrayojana @CMO_Odisha @SecyChief @WCDOdisha
1.
What's Your Reaction?