#ଖାଲି_ହୋଇଯିବ_ବିଜେଡି-
#ଖାଲି_ହୋଇଯିବ_ବିଜେଡି- ମନମୋହନ -ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ -ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା କହିଲେ -‘ବହୁ ବିଜେଡି ନେତା ଆବେଦନ କରିଛନ୍ତି, ବିଜେଡି ଖାଲି ହୋଇଯିବ’ -‘ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’ -‘ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ’ -‘୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ’ -‘ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି’ #BJP #ManmohanSamal
1.
What's Your Reaction?