#ଲୋକ_ଜାଣିଲେ_ବୋଲି_ପ୍ରତ୍ୟାଖ୍ୟାନ_କଲେ

#ଲୋକ_ଜାଣିଲେ_ବୋଲି_ପ୍ରତ୍ୟାଖ୍ୟାନ_କଲେ -ନବୀନଙ୍କ ଆଟାକ୍‌ର କାଉଣ୍ଟର କଲେ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ -‘ନବୀନ ଗୋଟିଏ କଥା ସତ କହିଛନ୍ତି ଯେ ଲୋକ ସବୁ ଜାଣିଛନ୍ତି’ -‘ହଁ ଲୋକ ସବୁ କଥା ଜାଣିଲେ ବୋଲି ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲେ’ -ଲୋକ ସମର୍ଥନ ନାହିଁ ବୋଲି ଶହେ ଦିନ ପରେ ବି ସେ ଗ୍ରହଣ କରିପାରୁନାହାନ୍ତି -ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ସବୁ ଗୋଟି ଗୋଟି ପୂରଣ କରୁଛି -ବିଜେପି ଯାହା କହେ ତାହା କରେ ବୋଲି କହିଲେ ବିରଞ୍ଚି ତ୍ରିପାଠୀ

Oct 2, 2024 - 18:49
 0  22
1 / 2

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା