ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ଏକଲବ୍ୟ ମଡେଲ ରେସିଡେନନ୍ସିଆଲ ସ୍କୁଲର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ଭାରତ ସରକାରଙ୍କ ଦ୍ୱାରା ସାରା ଦେଶରେ ଏକଲବ୍ୟ ମଡେଲ ରେସିଡେନନ୍ସିଆଲ ସ୍କୁଲର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମାଲକାନଗିରି ମାଥିଲିରେ ମଧ୍ୟ ଏକଲବ୍ୟ ମଡେଲ ରେସିଡେନନ୍ସିଆଲ ସ୍କୁଲ ଉଦଘାଟିତ ହୋଇଛି। ଏହି ସ୍କୁଲ ଜନଜାତି ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ହେବ।
1.
What's Your Reaction?