#୨୦୨୬_ସୁଦ୍ଧା_ଦେଶ_ନକ୍ସଲ_ମୁକ୍ତ_ହେବ: #ଶାହ -

#୨୦୨୬_ସୁଦ୍ଧା_ଦେଶ_ନକ୍ସଲ_ମୁକ୍ତ_ହେବ: #ଶାହ -ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆହ୍ବାନ -୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ କହିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ -‘ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବିପଦ’ -‘ବିଗତ ୪ ଦଶନ୍ଧିରେ ନକ୍ସଲବାଦ ପାଇଁ ୧୭ ହଜାର ଲୋକ ମରିଛନ୍ତି’ -‘ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍‌ ଭାବେ ନେଇଥିଲୁ’ -‘ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲୁ’ #AmitShah #NaxalFreeBharat #Odisha

Aug 24, 2024 - 21:54
 0  14
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା