#ରେଭେନ୍ସା_କଳି: #୩ଜଣଙ୍କ_ନାଁରେ_ମାମଲା
#ରେଭେନ୍ସା_କଳି: #୩ଜଣଙ୍କ_ନାଁରେ_ମାମଲା ରେଭେନ୍ସାରେ ମଶାଲ ଶୋଭାଯାତ୍ରା ପ୍ରସଙ୍ଗ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ବ୍ୟୋମକେଶ, ଲେଲିନ ଓ ବବି ଖାନଙ୍କ ନାଁରେ ମାମଲା ମାଲଗୋଦାମ ଥାନାରେ ମାମଲା ରୁଜୁ କରିଛି ପୋଲିସ ଶୋଭାଯାତ୍ରା ବେଳେ ମାଡ଼ ମାରିବା ଅଭିଯୋଗ #RavenshawUniversity #Cuttack #Odisha
1.
What's Your Reaction?