ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ କରକମଳରେ ଆଜି ଭୁବନେଶ୍ୱର ଠାରେ ଚବ୍ ବିଜିନେସ୍

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ କରକମଳରେ ଆଜି ଭୁବନେଶ୍ୱର ଠାରେ ଚବ୍ ବିଜିନେସ୍ ସର୍ଭିସେସ୍ ପ୍ରା. ଲି, ସିକ୍ୟାର୍ଡ଼ସଫ୍ଟ ଟେକ୍ନୋଲୋଜିଜ୍ ପ୍ରା.ଲି, ବର୍ଣ୍ଣଟେକ୍ ସଲ୍ୟୁସନ୍ସ ପ୍ରା.ଲି. ଏବଂ ଇଣ୍ଟିଗ୍ରିୟନ୍ ମ୍ୟାନେଜ୍‌ଡ ସଲ୍ୟୁସନ୍ସ (ଇଣ୍ଡିଆ) ପ୍ରା.ଲି.କୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ Dr. Mukesh Mahaling ଉପସ୍ଥିତ ରହିଥିଲେ ।

Sep 6, 2024 - 20:49
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା