ଆମ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଆମ ଖେଳାଳି, ସଭିଙ୍କ ମୁହଁରେ ହସ ଭରି ଦେଇଛନ୍ତି ଆମ ହକି ଖେଳାଳି। ଆମ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ତାଙ୍କ ନିଷ୍ଠା ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି। ଭାରତୀୟ ହକିର ପ୍ରୟୋଜକ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ଯୋଗୁଁ ଆମ ଦଳ କ୍ରମାଗତ ଦୁଇଥର ଅଲମ୍ପିକ୍ସ ପଦକ ହାସଲ କରିଛି। #OdishaForHockey #IndiaKaGame #Paris2024 #ParisOlympics #Hockey

Aug 8, 2024 - 23:01
 0  18

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା