#ପୋଲିସ_ଗାଡ଼ି_ଧକ୍କାରେ_ଯୁବକ_ମୃତ ଦେବଗଡ଼: ପୋଲିସ କନଷ୍ଟେବଲ୍ଙ୍କ କାର୍ ଧକ୍କାରେ ଯୁବକ ମୃତ ବାରକୋଟ୍ ଥାନା ବଲଣ୍ଡା ଛକ ନିକଟରେ ଦୁର୍ଘଟଣା ଯୁବକଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଲା କାର୍ ଦୁର୍ଘଟଣାରେ ବଲଣ୍ଡା ଗାଁର ସିପୁନ ପାତ୍ର ମୃତ କ୍ଷତିପୂରଣ ଦାବିରେ ଥାନାକୁ ଧସେଇ ପସିଲେ ଲୋକେ #Deogarh #Accident #Odisha #theganatantraodisha #LatestNews #BreakingNews #Odisha #
What's Your Reaction?