||ଶ୍ରୀ ମନ୍ଦିରରେ ଧେନୁକାସୁର ଵଧ || ଆଜି କାଳୀୟଦଳନ ବେଶ ପରେ ଶ୍ରୀଜୀଉଙ୍କୁ ଏକ ଆଜ୍ଞାମାଳ ଲାଗି ହୋଇଥାଏ। ସନ୍ଧ୍ୟଧୂପ ଶେଷ ହେବା ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ରତ୍ନସିଂହାସନ ଠାରେ ବିଜେ କରାଯାଏ। ସେଠାରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଗମୋହନ ରେ ବନ୍ଧାଯାଇଥିବା ଦୋଳି ଉପରର ବିଜେ କରନ୍ତି ।(୧)
1.
What's Your Reaction?