୧୦ଟା_୫୦ରେ_ଭୁବନେଶ୍ବର_ପହଞ୍ଚିବେ_ମୋଦି
୧୦ଟା_୫୦ରେ_ଭୁବନେଶ୍ବର_ପହଞ୍ଚିବେ_ମୋଦି -ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେରେ ପହଞ୍ଚିବେ PM ମୋଦି -ବିମାନବନ୍ଦରରୁ ଗାଡ଼କଣ ବସ୍ତି ଯିବେ ମୋଦି -PMAY ହିତାଧିକାରୀଙ୍କ ସହ ଆଲୋଚନା କରିବେ -ଗାଡ଼କଣ ବସ୍ତିରୁ ଜନତା ମୈଦାନ ଯିବେ PM ମୋଦି -ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ #Bhubaneswar #PMModi
1.
What's Your Reaction?