#ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ
#ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ -ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୪ ପ୍ରସ୍ତାବ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ -'ଜଟଣୀରେ ପ୍ରସ୍ତାବିତ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ କାମ ଆରମ୍ଭ ହେଉ' -ତୁରନ୍ତ ୨୦ ଏକର ଜମି ଯୋଗାଇ କାମ ଆରମ୍ଭ କରିବାକୁ ପ୍ରସ୍ତାବ -ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ବ୍ରାଞ୍ଚ ଖୋଲିବା ପ୍ରସଙ୍ଗରେ ଆଲୋଚନା -ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପ୍ରସ୍ତାବ -ମା’ ଉଗ୍ରତାରାଙ୍କ ଅଟକି ରହିଥିବା କାମ ତ୍ବରାନ୍ବିତ ପାଇଁ ପ୍ରସ୍ତାବ #AparajitaSarangi #MohanMajhi
1.
What's Your Reaction?