#ପୁଣି_୩୫_ଲକ୍ଷଙ୍କୁ_ସୁଭଦ୍ରା_ଟଙ୍କା
#୩୫_ଲକ୍ଷଙ୍କୁ_ସୁଭଦ୍ରା_ଟଙ୍କା ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ୫ ହଜାର ଟଙ୍କା ଲେଖାଏଁ ପାଇଲେ ୩୫ ଲକ୍ଷରୁ ଅଧିକ ମହିଳା ଏଯାଏ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ୩ ହଜାର କୋଟି ଟଙ୍କା ଖୁବ୍ ଶୀଘ୍ର ଦିଆଯିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ: ପ୍ରଭାତୀ @PravatiPOdisha @MohanMOdisha
1.
What's Your Reaction?