ଆଜିର ଗଞ୍ଜାମ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ, ସାଂସଦ, ବ୍ଲକ ଚେୟାରମ୍ୟାନ

ଆଜିର ଗଞ୍ଜାମ ଷଷ୍ଠତମ ଜିଲ୍ଲା ପରିଷଦ ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ, ସାଂସଦ, ବ୍ଲକ ଚେୟାରମ୍ୟାନ, ଅଧିକାରୀ ଏବଂ ସମସ୍ତ ସଦସ୍ୟ, ସଦସ୍ୟାମାନଙ୍କ ସହିତ ଯୋଗ ଦେଲି। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଓ ପ୍ରସ୍ତାବନାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହେବା ସହ ଗଞ୍ଜାମର ବିକାଶ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଗଲା।

Oct 9, 2024 - 18:27
 0  17
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା