#ବାତ୍ୟା_ସମ୍ଭାବନା_ଅଛି: SRC
#ବାତ୍ୟା_ସମ୍ଭାବନା_ଅଛି: SRC ସ୍ବତନ୍ତ୍ର ରିଲିଫ କମିସନର ଦେଓରଂଜନ ସିଂହଙ୍କ ପ୍ରେସ୍ମିଟ ଆଗାମୀ ୧୨ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିଝଡ଼ ୨୩ରୁ ୨୫ ଯାଏ ଅତି ପ୍ରବଳ ବର୍ଷା ଆଶଙ୍କା: SRC ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ହାଇ ଆଲର୍ଟ @SRC_Odisha @IMDWeather @mcbbsr
1.
What's Your Reaction?