#ଖଟିଆରେ_ବୁହାହୋଇ_ନଦୀ_ପାର୍_ହେଲେ_ରୋଗୀ ବାଲିଗୁଡ଼ା: ପୁଣି ଖଟିଆରେ ବୁହା ହୋଇ ନଦୀ ପାର୍ ହେଲେ ଗୁରୁତର ରୋଗୀ କ.ନୂଆଗାଁ ବ୍ଲକ ମହସିଙ୍ଗି ପଞ୍ଚାୟତ କୁବେରମୁଣ୍ଡା ଗାଁରୁ ଆସିଲା ଦୁର୍ଦ୍ଦଶାର ଚିତ୍ର ଗାଁକୁ ରାସ୍ତା ନ ଥିବା ଯୋଗୁଁ ଦୋଳା କରି ଖଟିଆରେ ଖଡ଼ଗ ନଦୀ ପାର୍ ହେଲେ #Balliguda #Kandhamal #theganatantraodisha #Odisha #BreakingNews #LatestNews
What's Your Reaction?